影片說明
ରାତିର ଗରମ ବଡ଼ ଭୟଙ୍କର ! Odisha Heatwave Alert | Nautapa Weather Update | Super El Nino |Odia Newss
Odisha Heatwave Alert | Nautapa Weather Update |Super El Nino |Odia News
ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ବିଶେଷକରି ଆଜିଠୁ ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଖରା ତାତି ଅସହ୍ୟ ହେବ । ସୂର୍ଯ୍ୟ ଆଜିଠୁ ୯ ଦିନ ପାଇଁ ରୋହିଣୀ ନକ୍ଷତ୍ରରେ ରହିବେ । ଏଥିପାଇଁ ଏହି ୯ ଦିନ ତାତି ଅସହ୍ୟ ହେବ ବୋଲି କୁହାଯାଉଛି । ଏପରିକି ତାପମାତ୍ରା ୪୫ ଡିଗ୍ରୀ ପାର୍ କରିବା ସମ୍ଭାବନା ରହିଛି । ଏଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ଦିନ ୧୦ଟା ପରେ ଅତି ଆବଶ୍ୟକ ନ ଥିଲେ ବାହାରକୁ ନ ଯିବା ଲାଗି ପାଣିପାଗ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି
Odisha is bracing for an intense heatwave as temperatures are expected to cross 45°C. Starting today till June 2nd, the sun enters Rohini Nakshatra for 9 days, bringing extreme heat across the state. Meteorologists have advised citizens to take strict precautions and avoid stepping out after 10 AM unless absolutely necessary.
#odishaheatwave #RohiniNakshatra #OdishaWeather #Summer2026 #News18Odia #BreakingNewsOdia #WeatherUpdate #HeatwaveAlert #OdiaNews #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_LP